କୁଆଡ଼େ ଗଲେ ମହିଳା ଟ୍ରାଫିକ୍ କନେଷ୍ଟବଳ, ସପ୍ତାହେ ହେଲାଣି ମିଳୁନି ପତ୍ତା

ମହିଳା କନେଷ୍ଟବଳଙ୍କ ଘର ପାରାଦୀପ

ଭୁବନେଶ୍ୱର: ରାଜଧାନୀରୁ ନିଖୋଜ ମହିଳା ଟ୍ରାଫିକ୍ କନଷ୍ଟେବଳ। ଭୁବନେଶ୍ୱରରେ କାର୍ଯ୍ୟରତ ମହିଳା ଟ୍ରାଫିକ କନେଷ୍ଟବଳ ନିଖୋଜ।ସପ୍ତାହେ ହେଲା ନିଖୋଜ ଅଛନ୍ତି ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ।

ସୂର୍ଯ୍ୟନଗରରୁ ନିଖୋଜ ହେବା ନେଇ କ୍ୟାପିଟାଲ ଥାନାରେ ଏତଲା। ୬ ତାରିଖରୁ ନିଖୋଜ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ମିଳିନାହିଁ ପତ୍ତା।

ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ। ମହିଳା କନେଷ୍ଟବଳଙ୍କ ଘର ପାରାଦୀପରେ ହୋଇଥିବା ବେଳେ।

ଭୁବନେଶ୍ୱରରେ ଟ୍ରାଫିକ୍ କନେଷ୍ଟବଳ କାର୍ଯ୍ୟ କରୁଥିବାରୁ ଏଠାରେ ଥିଲେ।