fbpx

ବଢିଲା +୩ ନାମଲେଖା ଅବଧି

ଭୁବନେଶ୍ୱର,୧ ।୧୦(ଓଡିଶା ଭାସ୍କର): ରାଜ୍ୟରେ ବିଭିନ୍ନ କଲେଜରେ +୩ ନାମଲେଖାର ଅବଧି ବଢିଛି । ଫାଷ୍ଟ ସିଲେକ୍ସନ ନାମଲେଖା ତାରିଖ ୬ ତାରିଖ ଯାଏଁ ବଢିଛି । ଏହା ସହ ୭ ତାରିଖ ସନ୍ଧ୍ୟାରେ ଫାଷ୍ଟ ସିଲେକ୍ସନ ଆଡମିଶନର ତାରିଖ ପ୍ରକାଶ ପାଇବ । ସେହିପରି ୧୩ ତାରିଖରେ ସେକେଣ୍ଡ ସିଲେକ୍ସନ ମେରିଟ ଲିଷ୍ଟ ପ୍ରକାଶ ପାଇବ ।

Get real time updates directly on you device, subscribe now.