fbpx

ବର୍ଷା ପ୍ରିୟଦର୍ଶିନୀଙ୍କୁ ନୋଟିସ

ଭୁବନେଶ୍ୱର,୭ ।୧୦ (ଓଡିଶା ଭାସ୍କର): ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ-ଅନୁଭବ ମହାନ୍ତି ବିବାଦ ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଡିସେମ୍ବର ୧୦ରେ କୋର୍ଟରେ ହାଜର ହେବାକୁ ବର୍ଷାଙ୍କୁ ନୋଟିସ ଦିଆଯାଇଛି । ହାଜର ହେବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ । କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିବେ ବର୍ଷା । ତେବେ ବର୍ଷାଙ୍କ ବିରୋଧରେ ଅନୁଭବ ଆଣିଥିବା ଅଭିଯୋଗ ଶୁଣିଛନ୍ତି କୋର୍ଟ । ଅଭିଯୋଗରେ ତଥ୍ୟ ପ୍ରମାଣ ଥିବା ନେଇ କୋର୍ଟରେ ଦର୍ଶାଗଲା ବୋଲି ଅନୁଭବଙ୍କ ଓକିଲ ଅଶ୍ୱିନୀ ଦୁବେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.