fbpx

ଶିଳ୍ପ କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀ ଭେଟି, ଜାଣନ୍ତୁ କ’ଣ

ଭୁବନେଶ୍ୱର,୮ ।୧୦(ଓଡିଶା ଭାସ୍କର):ଆଜି ୧୨ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ୨ ଟି ପ୍ରକଳ୍ପର ଉଦଘାଟନ କରିବା ସହ ୧୦ ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ନବୀନ । ତେବେ ୮ ହଜାର ୭୯୭ କୋଟି ପ୍ରକଳ୍ପରେ ୭୦୯୦ ଜଣ ନିଯୁକ୍ତି ପାଇବେ । ୧୨ଟି ପ୍ରକଳ୍ପ ମଧ୍ୟରୁ ୪ଟି ବୃହତ ଓ ୮ଟି ଏମଏସଏମଇ ପ୍ରକଳ୍ପ ରହିଛି । ଏହା ଦ୍ୱାରା ସ୍ୱାସ୍ଥ୍ୟସେମା, ଇସ୍ପାତ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉଦ୍ୟୋଗ ହେବ ।

Get real time updates directly on you device, subscribe now.