fbpx

କାଲିଠୁ ଭୁବନେଶ୍ୱରରେ ୩ୟ ପର୍ୟ୍ୟାୟ ସେରୋ ସର୍ଭେ

ଭୁବନେଶ୍ୱର,୧୫ ।୧୦(ଓଡ଼ିଶା ଭାସ୍କର):କାଲିଠୁ ଭୁବନେଶ୍ୱରରେ ତୃତୀୟ ପର୍ୟ୍ୟାୟ ସେରୋ ସର୍ଭେଲାନ୍ସ ଆରମ୍ଭ ହେବାକୁ ଯାଉଛି ।୧୮ ତାରିଖ ଯାଏ ଚାଲିବ ସେରୋ ସେର୍ଭେଲାନ୍ସ । ଵିଏମସି ଓ ଆରଏମଆରସି ପକ୍ଷରୁ ମିଳିତ ଭାବେ ସର୍ଭେଲାନ୍ସ ହେବ ।ଭୁବନେଶ୍ୱରରେ ଏବେ ଦିନକୁ ୪ ହଜାର ନମୁନା ପରୀକ୍ଷା ହଉଛି । ତବେ ଭୁବନେଶ୍ୱରରେ ଏପର୍ୟ୍ୟନ୍ତ ୩ଲକ୍ଷ ନମୁନା ପରୀକ୍ଷା ସରିଲାଣି । ୨୫ଟି ୱାର୍ଡରେ ହେବ ସେରୋ ସର୍ଭେଲାନ୍ସ । ୧୫୦୦ ଲୋକଙ୍କ ଠାରୁ ନମୁନା ସଂଗ୍ରହ କରାଯିବ ବୋଲି ଏନେଇ ଵିଏମସି କମିଶନର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.