ଭୁବନେଶ୍ୱର,୧୯ ।୧୦(ଓଡିଶା ଭାସ୍କର): ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୯୮୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୫୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୮୨୬ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୦,୩୪୬ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 18th October
New Positives Cases: 1982
In quarantine: 1156
Local contacts: 826(Details of local contacts will be shared by concerned District Administration)
District Wise Cases
1. Angul: 119
2. Balasore: 86
3. Bargarh: 46
4. Bhadrak: 63
5. Balangir: 88— I & PR Department, Odisha (@IPR_Odisha) October 19, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୦୦ ଓ କଟକରୁ ୧୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 107
23. Nawarangpur: 52
24. Nayagarh: 33
25. Nuapada: 37
26. Puri: 72
27. Rayagada: 10
28. Sambalpur: 38
29. Sonepur: 45
30. Sundargarh: 98
31. State Pool: 65New Recoveries: 2610
Cumulative Tested: 4082063
Positive: 270346
Recovered: 246837
Active cases: 22304— I & PR Department, Odisha (@IPR_Odisha) October 19, 2020