fbpx

ଜମିବାଡି ବିବାଦକୁ ନେଇ କୁଚିଣ୍ଡାରେ ଟ୍ରିପଲ ମର୍ଡର

କୁଚିଣ୍ଡା, ୨୧ ।୧୦(ଓଡ଼ିଶା ଭାସ୍କର): କୁଚିଣ୍ଡା ମହୁଲପାଲି ଥାନା ଲପଡା ଗାଁରେ ହୋଇଛି ଟ୍ରିପଲ ମର୍ଡର । ଜମିବାଡି ବିବାଦକୁ କେନ୍ଦ୍ର କରି ପଡୋଶୀଙ୍କ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ରମଣରେ ଗୋଟିଏ ପରିବାରର ଝିଅ, ଜ୍ୱାଇଁ ଓ ଶାଶୂ ମୃତ ହୋଇଥିବା ଜଣାପଡିଛି । ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍ ମାରିଛି । ଘଟଣାସ୍ଥଳରେ ପହଞ୍ଚି ମହୁଲିପାଲି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.