CHARIDHAM

କରୋନାରେ କୃଷି ମନ୍ତ୍ରୀଙ୍କ ମୃତ୍ୟୁ

ଚେନ୍ନାଇ,୧/୧୧ : କରୋନାରେ ସଂକ୍ରମିତ ହୋଇଥିବା ତାମିଲନାଡୁର କୃଷି ମନ୍ତ୍ରୀ ଆର.ଦୋରଇକନ୍ନୁଙ୍କର ଚେନ୍ନଇର କାବେରୀ ହସ୍ପିଟାଲରେ ପରଲୋକ ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଗତ ୧୩ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସେ ପାପାନାସାମ ଆସନରୁ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।