fbpx

କେନାଲରେ ଭାସିଗଲେ ୩ ଛାତ୍ର

କଟକ,୨ ।୧୧(ଓଡିଶା ଭାସ୍କର): ଜଗତପୁର ସ୍ଥିତ କେନ୍ଦ୍ରାପଡ଼ା କେନାଲରେ ଗାଧୋଉଥିବା ବେଳେ ଭାସିଗଲେ ନାନାକାର ଗ୍ରାମର ୩ ଛାତ୍ର । ସ୍ଥାନୀୟ ଲୋକଙ୍କ ଦ୍ୱାରା ୨ ଛାତ୍ର ଉଦ୍ଧାର ହୋଇଥିବା ବେଳେ ଆଉ ଜଣେ ଛାତ୍ରଙ୍କର କୌଣସି ପତ୍ତା ମିଳୁନାହିଁ । ଘଟଣା ସ୍ଥଳରେ ଅଗ୍ନିଶମ ଓ ଓଡ୍ରାଫ ଟିମର ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Get real time updates directly on you device, subscribe now.