fbpx

ଅନୁଭବ-ବର୍ଷା ବିବାଦ: ଥାନାକୁ ଗଲେ ଅନୁଭବଙ୍କ ମା’

କଟକ,୬ ।୧୧(ଓଡିଶା ଭାସ୍କର): ଅଭିନେତ୍ରୀ ବର୍ଷାଙ୍କୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅନୁଭବଙ୍କ ମା’ । ପୁରୀଘାଟ ଥାନାରେ ଅନୁଭବଙ୍କ ମା’ ଲିଖିତ ଅଭିଯୋଗ କରିଛନ୍ତି । ଘର ମରାମତି ପାଇଁ ୧୦ ଦିନ ବର୍ଷା ଘର ଛାଡିବା ଜରୁରୀ । କହିବା ସତ୍ୱେ ବର୍ଷା ଘର ଖାଲି ନକରୁଥିବା ଅଭିଯୋଗରେ ଉଲ୍ଲେଖ ରହିଛି ।

Get real time updates directly on you device, subscribe now.