fbpx

ନିର୍ଦ୍ଦେଶକ ପଦରୁ ମନୋରଞ୍ଜନଙ୍କ ଇସ୍ତଫା

ଭୁବନେଶ୍ୱର,୬ ।୧୧(ଓଡିଶା ଭାସ୍କର): ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ମନୋରଞ୍ଜନ ଷଡଙ୍ଗୀ । ଓଡିଶା ଇନଫ୍ରା ଟେକ୍ ନିର୍ଦ୍ଦେଶକ ପଦରୁ ଆଜି ଇସ୍ତଫା ଦେଇଛନ୍ତି ମନୋରଞ୍ଜ । ଅସୁସ୍ଥତା କାରଣରୁ ଇସ୍ତଫା ଦେଇଥିବା ଚିଠିରେ ଦର୍ଶାଯାଇଛି । ଦୀର୍ଘଦୀନ ହେବ ମଧୁମେହ ଓ ଉଚ୍ଚ ରକ୍ତଚାପରେ ସେ ଆକ୍ରାନ୍ତ ହୋଇଥିଲେ । ଇଓଡବ୍ଲୁ ଦ୍ୱାରା ଗିରଫ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡୁଥିବା ସେ କହିଛନ୍ତି ।

Get real time updates directly on you device, subscribe now.