fbpx

ରାଜ୍ୟର ୨ଟି ଆସନରେ ବିଜେଡିର ବାଜିମାତ୍

ବାଲେଶ୍ୱର,୧୦/୧୧(ଓଡିଶା ଭାସ୍କର): ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡି ବାଜିମାତ କରିଛି। ବାଲେଶ୍ୱର ବିଜେଡି ପାର୍ଥି ସ୍ୱରୂପ ଦାସ ବିଜୟୀ ହୋଇଛନ୍ତି। ବାଲେଶ୍ବରରେ ୧୩ ହଜାରରୁ ଅଧିକ ଭୋଟରେ ସ୍ବରୂପ ଦାସ ବିଜୟୀ ହୋଇଛନ୍ତି।

ସେହିପରି ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିଜୟୀ ହୋଇଛନ୍ତି। ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ୩୮ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ଉଭୟ ଆସନରେ ବିଜେପି ପ୍ରାର୍ଥୀଙ୍କୁ ହରାଇଛନ୍ତି ବିଜେଡି ପ୍ରାର୍ଥୀ।

Get real time updates directly on you device, subscribe now.