fbpx

ଆଦିତ୍ୟଙ୍କ ମୃତ୍ୟୁ ହତ୍ୟା ଜନିତ ନୁହେଁ

ଭୁବନେଶ୍ୱର,୧୧ ।୧୧(ଓଡିଶା ଭାସ୍କର): ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆସିଛି ଆଉ ଏକ ତଥ୍ୟ । ଆଦିତ୍ୟଙ୍କ ମୃତ୍ୟୁ ହତ୍ୟା ଜନିତ ନୁହେଁ ବୋଲି ସ୍ପଷ୍ଟ ହୋଇଛି । ଏନେଇ ହାଇକୋର୍ଟରେ ସତ୍ୟପାଠ କରି ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ । ସତ୍ୟପାଠରେ ହତ୍ୟାର କୌଣସି ପ୍ରମାଣ ନଥିବା ଉଲ୍ଲେଖ ରଖିଛି । ଆସନ୍ତା ୨୪ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Get real time updates directly on you device, subscribe now.