fbpx

ବର୍ଷା-ଅନୁଭବ ବିବାଦ: ସମୟ ନେଲେ ଅନୁଭବ

କଟକ,୧୨ ।୧୧(ଓଡିଶା ଭାସ୍କର): କଟକ ଏସଡିଜେଏମ କୋର୍ଟରେ ବର୍ଷା -ଅନୁଭବ ବିବାଦ ମାମଲା । କୋର୍ଟରେ ଓକିଲଙ୍କ ଜରିଆରେ ହାଜର ହୋଇଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । କିନ୍ତୁ ଅନୁଭବ ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି । ଏନେଇ ଆସନ୍ତା ୧୮ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Get real time updates directly on you device, subscribe now.