fbpx

କ୍ୟାବିନେଟ୍ ବୈଠକ ଶେଷ: ୧୮ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ

ଭୁବନେଶ୍ୱର, ୧୨ ।୧୧(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ନପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ମନ୍ତ୍ରିପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପରେ ବାଜିଛି ମୋହର । ଅତିରିକ୍ତ ବଜେଟରେ ପ୍ରାୟ ୧୧,୨୦୦ କୋଟିର ପ୍ରାବଧାନ ଥିବା ସୂଚନା ମିଳିଛି । ଆସନ୍ତା ୨୦ରେ ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହେବ । ୧୮ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଥିବା ସୂଚନା ମିଳିଛି । ରାଜସ୍ବ, ସ୍ବାସ୍ଥ୍ୟ, ପୂର୍ତ୍ତ ବିଭାଗର ପ୍ରସ୍ତାବରେ ମୋହର ଲାଗିଛି ।

Get real time updates directly on you device, subscribe now.