fbpx

୫-ଟି ଅଧୀନକୁ ଆସିଲା ଏମଏସଏମଇ ବିଭାଗ

ଭୁବନେଶ୍ୱର,୨୧।୧୧(ଓଡିଶା ଭାସ୍କର): ୫-ଟି ଅଧୀନକୁ ଆସିଲା ଏମଏସଏମଇ ବିଭାଗ। ଏଣିକି ମିଳିବ ୧୧ ପ୍ରକାର ଅନଲାଇନ ସେବା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ। କରୋନା ପାଇଁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କଠିନ ସମୟ ଦେଇ ଗତି କରୁଛି। ଏସବୁ ଉଦ୍ୟୋଗକୁ ସହାୟତା କରିବାକୁ ସରକାର ପ୍ରତିଶ୍ରୁତି ବଦ୍ଧ।’

Get real time updates directly on you device, subscribe now.