fbpx

ବିଧାନସଭାରେ ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍

ଭୁବନେଶ୍ୱର,୨୯/୧୧(ଓଡିଶା ଭାସ୍କର): ବିରୋଧୀ ମାନଙ୍କ ହଂଗାମା ମଧ୍ୟରେ ବିଧାନସଭାରେ ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  । ୧୧ ହଜାର ୭୦୦ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ । ଏହି ବିଲ୍  ର ଆଲୋଚନାରେ ଭାଗନେଲାନି ବିଜେପି । ବ୍ୟୟ ମଞ୍ଜୁରୀ ବିଲ୍‌ ଉପସ୍ଥାପନ ଅବସରରେ ଅର୍ଥମନ୍ତ୍ରୀଙ୍କ ଅଭିଭାଷଣ । ମୋଟ୍‌ ୭ ହଜାର ୪୩୮ କୋଟି ଟଙ୍କାର କାର୍ଯ୍ୟକ୍ରମ ବ୍ୟୟ ବରାଦ ହୋଇଛି ।

Get real time updates directly on you device, subscribe now.