fbpx

ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଜେରା

ଭୁବନେଶ୍ୱର,୩।୧୨(ଓଡିଶା ଭାସ୍କର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇନେଇଛି କ୍ରାଇମବ୍ରାଞ୍ଚ । ଭୁବନେଶ୍ୱର ସରକାରୀ ବାସଭବନରୁ କ୍ରାଇମବ୍ରାଞ୍ଚ EOW (ଅର୍ଥନୈତିକ ଅପରାଧ ଶାଖା )ଉଠାଇନେଇଥିବା ଜଣାପଡିଛି । ସାଇବର ଥାନାର ଏକ ମାମଲାରେ ପଚରାଉଚରା ଚାଲିଥିବା ସୂଚନା ମିଳିଛି। ବେଆଇନ ଅର୍ଥ କାରବାର ଓ ଚାକିରୀ ଜାଲିଆତି ନେଇ ପ୍ରଦୀପଙ୍କୁ ଜେରା ଚାଲିଛି। ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛି ଓଡିଶା କ୍ରାଇମବ୍ରାଞ୍ଚ। ତେବେ ଚାକିରୀ ଜାଲିଆତି ନେଇ ମଧ୍ୟ ପ୍ରଦୀପଙ୍କୁ ଜେରା କରିପାରେ କ୍ରାଇମବ୍ରାଞ୍ଚ।

Get real time updates directly on you device, subscribe now.