fbpx

ରାଜ୍ୟରେ ଶୀତର ଲହରୀ ଜାରି

ଭୁବନେଶ୍ୱର, ୫ା୧୨ (ଓଡିଶା ଭାସ୍କର): ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ କିଛିଦିନ ପର୍ଯ୍ୟନ୍ତ ଏହି ଥଣ୍ଡା ଜାରି ରହିବ । ସୋନପୁର ୮ ଡିଗ୍ରୀ, ଫୁଲବାଣୀ ୯ ଡିଗ୍ରୀ, ଦାରିଙ୍ଗବାଡ଼ି ୯.୫ ଡିଗ୍ରୀ, ଭବାନୀପାଟଣା ୧୦.୫ ଡିଗ୍ରୀ, କୋରାପୁଟ, ହୀରାକୁଦ ଓ ସମ୍ବଲପୁର ୧୩.୬ ଡିଗ୍ରୀ, ଅନୁଗୁଳ ୧୦.୬ ଡିଗ୍ରୀ, ତାଳଚେର ୧୧.୭ ଡିଗ୍ରୀ, ଝାରସୁଗୁଡ଼ା ୧୨.୨ ଡିଗ୍ରୀ, ସୁନ୍ଦରଗଡ଼ ୧୨.୫ ଡିଗ୍ରୀ, କେଉଁଝର ୧୨.୬ ଡିଗ୍ରୀ, ବୌଦ୍ଧ ୧୩.୫ ଡିଗ୍ରୀ, କଟକ ୧୪.୮ ଡିଗ୍ରୀ ସେଲସିୟସ ରହିଥିବା ଜଣାଯାଇଛି ।

Get real time updates directly on you device, subscribe now.