fbpx

ବିଧାନସଭାରେ ସରକାରଙ୍କ ୫ଟି କାର୍ଯ୍ୟକ୍ରମକୁ କଂଗ୍ରେସ ନେତାଙ୍କ ପ୍ରଶଂସା

ଭୁବନେଶ୍ୱର,୨୫ା୧୧(ଓଡ଼ିଶା ଭାସ୍କର): ବିଧାନସଭାରେ ଜାରି ରହିଛି ଶୀତକାଳିନ ଅଧିବେଶନ । ଆଜି ବିଧାନସଭାରେ ସରକାରଙ୍କ ୫ଟି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ସେ କହିଛନ୍ତି ୫ଟି ଲାଗୁ ହେବା ପରେ କୋରାପୁଟରେ ସ୍ୱାସ୍ଥ୍ୟବସ୍ଥା ସୁଧୁରିବାରେ ଲାଗିଛି । ଏଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଓ ୫ଟି ସଚିବଙ୍କୁ ଧନ୍ୟବାଦ ମଧ୍ୟ ସେ ଜଣାଇଛନ୍ତି । ୫ଟି ଟିମ୍ ବୁଲିବା ଦ୍ୱାରା ସାଧାରଣ ଲୋକେ ଉପକୃତ ହେଉଛନ୍ତି ବୋଲି ତାରା କହିଛନ୍ତି ।

Get real time updates directly on you device, subscribe now.