fbpx

ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ

ଭୁବନେଶ୍ୱର,୨୫।୩(ଓଡିଶା ଭାସ୍କର): ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ। ପରୀକ୍ଷା ଫଳ ପ୍ରକାଶ କରିଛି ଏନ୍‌ଟିଏ। ମାର୍ଚ୍ଚ ୧୬ରୁ ୧୮ ଯାଏ ହୋଇଥିଲା ପରୀକ୍ଷା। ମାତ୍ର ୬ ଦିନରେ ପ୍ରକାଶ ପାଇଛି ପରୀକ୍ଷା ଫଳ। ୧୩ ଜଣ ଛାତ୍ରଛାତ୍ରୀ ଶତପ୍ରତିଶତ ନମ୍ବର ରଖିଛନ୍ତି। ୩୩୪ଟି ସହରର ୭୯୨ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ୯୯% ନମ୍ବର ରଖି ଦେବାଶିଷ ପଣ୍ଡା ଓଡ଼ିଶା ଟପ୍ପର ହୋଇଛନ୍ତି ।

Get real time updates directly on you device, subscribe now.