fbpx

ମାଓବାଦୀଙ୍କ ବୀଭତ୍ସ ହତ୍ୟାକାଣ୍ଡ: ୨ ଛାତ୍ରଙ୍କୁ ମାରି ଅଲଗା କଲେ ମୁଣ୍ଡ

ସୁକମା,୧୯ ।୪: ସୀମା ଟପିଲା ନୃସଂଶତା । ସୀମା ଟପିଲା ବର୍ବରତାର । ଏମିତି ଏକ ଘଟଣା ଘଟିଛି ଯାହାକି ଆପଣଙ୍କୁ ବି ଆବାକ କରିଦେବ । ଛତିଶଗଡ ସୁକମାରେ ମାଓବାଦୀଙ୍କ ନୃସଂଶତା ଦେଖିବାକୁ ମିଳିଛି । ମାଓବାଦୀମାନେ ୨ ଛାତ୍ରଙ୍କୁ ମାରି ମୁଣ୍ଡ ଗଡାଇଥିବା ଘଟଣା ସାମ୍ନାକୁ ଆସିଛି । ପୋଲିସ ଇନଫର୍ମର ସନ୍ଦେହରେ ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଛତିଶଗଡ ମିଲପାଲି ଜଙ୍ଗଲରେ ୨ ଛାତ୍ରଙ୍କୁ ବୀଭତ୍ସ ଭାବେ ହତ୍ୟା କରି ଫିଙ୍ଗିଦେଛନ୍ତି ମାଓବାଦୀ । ତେବେ ୨ ଛାତ୍ରଙ୍କୁ ମାଓବାଦୀ ହତ୍ୟା କରିଥିବା ନେଇ ସୁକମା ଏସପି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.