fbpx

ରାଜ୍ୟରେ ଖୋଲିବ ସୋସିଆଲ ମିଡ଼ିଆ ମନିଟରିଂ ସେଲ୍

ଭୁବନେଶ୍ୱର,୨୬ା୧୧(ଓଡ଼ିଶା ଭାସ୍କର): ରାଜ୍ୟରେ ଏଣିକି ସୋସିଆଲ ମିଡ଼ିଆ ମନିଟରିଂ ସେଲ୍ ଖୋଲିବ ବୋଲି ସୂଚନା ମିଳିଛି । ଭୁବନେଶ୍ୱର ସାଇବର ଥାନାରେ ଏହି ମନିଟରିଂ ସେଲ୍ ଖୋଲାଯିବ ବୋଲି ଜଣାପଡ଼ିଛି । ଅନଲାଇନ୍ ଠକେଇ ରୋକିବାକୁ କ୍ରାଇମବ୍ରାଞ୍ଚ ଏହିପରି ପଦକ୍ଷେପ ନେଇଛି । www.cybercrime.gov.in ଏହି ୱେବସାଇଟରେ ଲୋକମାନେ ଅଭିଯୋଗ କରିପାରିବେ । ଏନେଇ କ୍ରାଇମବ୍ରାଞ୍ଚ ଏଡ଼ିଜି ସନ୍ତୋଷ ଉପଧ୍ୟାୟ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.