fbpx

ବଜାରକୁ ଆସିଲା ମର୍ସିଡିଜ୍‌-ବେଞ୍ଜର AMG GLA-35 କାର୍‌, ଜାଣନ୍ତୁ ଏହାର ବଜାର ମୂଲ୍ୟ କେତେ ?

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ବଜାରକୁ ଆସିଲା ମର୍ସିଡିଜ୍‌-ବେଞ୍ଜର ନୂଆ ମଡେଲ କାର୍‌ । ଏହି ମଡେଲର ନାମ ରହିଛି ମର୍ସିଡିଜ୍‌-ବେଞ୍ଜ ଏଏମ୍‌ଜି ଜିଏଲ୍‌ଏ-୩୫ । ଏହାର ବଜାର ମୂଲ୍ୟ ଏବେ ୫୭ ଲକ୍ଷ ୩୦ ହଜାର ରହିଥିବାବେଳେ ଏହା ୧୯୯୧ ସିସି କ୍ଷମତାବିଶିଷ୍ଟ ଇଞ୍ଜିନ୍‌ ।

ଏହି କାର ଅଟୋମେଟିକ୍‌ ରହିଥିବାବେଳେ ଏହା ପେଟ୍ରୋଲ ଭର୍ସନ ଓ ଫାଇଭ୍‌ ସିଟେଡ୍‌ ବିଶିଷ୍ଟ ହୋଇଥିବା ଜଣାପଡ଼ିଛି । ମର୍ସିଡିଜ୍‌ ଏଏମ୍‌ଜିର ଏହା ୧୩ତମ ସିକେଡି ମଡେଲ ଏବଂ ତୃତୀୟ ଏଏମ୍‌ଜି ମଡେଲ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.