fbpx

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରବୁରାଜ ନାୟକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା । ଲଇକେରା ଥାନା ସରଗିଗୁଡ଼ା ବାସଭବନରେ ଆକ୍ରମଣ ହୋଇଥିଲା । ଝାରସୁଗୁଡ଼ା ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର ।

ସେପଟେ ଆକ୍ରମଣକାରୀକୁ ଅଟକ ରଖି ପୋଲିସର ପଚରାଉଚରା । ପୂର୍ବତନ କୁଳପତିଙ୍କ ଘରେ ପଶି ୧୦୦ ଟଙ୍କା ମାଗିଥିଲା ଆକ୍ରମଣକାରୀ । ଟଙ୍କା ଦେବାକୁ ମନା କରିବାରୁ ଅତର୍କିତ ଆକ୍ରମଣ ଯୋଗୁ ମୃତ୍ୟୁ ।

Get real time updates directly on you device, subscribe now.