• Likes
  • Followers
  • Subscribers
  • Followers
  • Android App
  • Saturday, July 26, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ଆପଣଙ୍କର Facebook ଆକାଉଣ୍ଟ ଆଉ କିଏ Log In କରିଛି ନା ନାହିଁ ଜାଣିବେ କିପରି

ଆପଣଙ୍କର Facebook ଆକାଉଣ୍ଟ ଆଉ କିଏ Log In କରିଛି ନା ନାହିଁ ଜାଣିବେ କିପରି

By Manas Pradhan Last updated Aug 9, 2021 at 11:14 AM
Share

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଇଣ୍ଟରନେଟ ଯେତିକି ହିତସାଧନ କରୁଛି ସେତିକି କ୍ଷତି ମଧ୍ୟ ଘଟାଉଛି । ଦିନକୁ ଦିନ ଅନଲାଇନର ଚାହିଦା ବଢ଼ି ଚାଲିଥିବା ବେଳେ ଠକମାନେ ୟୁଜର୍ସଙ୍କୁ ଟାର୍ଗେଟ୍ କରୁଛନ୍ତି । ତେଣୁ ସେଥିରୁ ବର୍ତ୍ତିବାକୁ ହେଲେ ଆପଣଙ୍କୁ ନିଜ ପ୍ରାଇଭେସି ଉପରେ ଗୁରୁତ୍ୱ ଦେବା ଦରକାର । ଅଧିକାଂଶ ଲୋକ ଫେସବୁକ ଲଗ୍ ଇନ୍ ଓ ଲଗ୍ ଆଉଟ୍ କରିବା ନେଇ ଅବହେଳା କରିଥାନ୍ତି । ଯଦି ଆପଣ ସଚେତନ ହେବେ, ତେବେ ଅନ୍ୟ କେହି ଆପଣଙ୍କ ଫେସବୁକ ଆକାଉଣ୍ଟ ଲଗ୍ ଇନ୍ କରିଛି ନା ନାହିଁ ତାହା ସହଜରେ ଜାଣି ପାରିବେ ।

ଯଦି କେହି ଆପଣଙ୍କ ଆକାଉଣ୍ଟ ଲଗ୍ ଇନ୍ କରିରଖିଥାଏ, ତାହା ଜାଣିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ଫେସବୁକ୍ ଆପ୍ ବା ଡେସ୍କଟପ୍ ଭର୍ସନ ଖୋଲିବାକୁ ପଡ଼ିବ । ଏଥିପାଇଁ ଫେସବୁକରେ ଏକ ସେଣ୍ଟିଂ ରହିଥାଏ, ଯାହା ଦ୍ୱାରା ଆପଣ ଅଜଣା ଡିଭାଇସରେ ଲଗ୍ ଇନ୍ ଆକାଉଣ୍ଟକୁ ହଟାଇ ପାରିବେ । ଏହାପରେ ଆପଣ ସେଣ୍ଟିଂ ଅପସନକୁ ଯାଇ ସିକ୍ୟୁରିଟି ଓ ଲଗିନ୍ସ ଅପସନକୁ ଯିବାକୁ ପଡ଼ିବ । ଏହାପରେ where you’re logged in ଅପସନରେ କ୍ଲିକ କରିବାକୁ ପଡ଼ିବ । ସେଠାରେ ଆପଣଙ୍କୁ ଡିଭାଇସର ସମ୍ପୂର୍ଣ୍ଣ ଲିଷ୍ଟ ଦେଖାଯିବ, ଯେଉଁଠାରେ ଫେସବୁକ ୟୁଜର ନେମ୍ ଓ ପାସୱାର୍ଡ ଦେଇ ଲଗ୍ ଇନ୍ କରିବାକୁ ପଡ଼ିବ । ଏହାପରେ ଆପଣଙ୍କ ଫେସବୁକ ଆକାଉଣ୍ଟ ଯେଉଁ ଡିଭାଇସରେ ଲଗ୍ ଇନ୍ ହୋଇଛି, ତାହା ଦୃଶ୍ୟମାନ ହେବ । ଆପଣ ଅଜଣା ଡିଭାଇସକୁ ହଟାଇବା ସହ ପାସୱାର୍ଡ ପରିବର୍ତ୍ତନ ଓ ଟୁ-ଫ୍ୟାକ୍ଟର ଅଥେଣ୍ଟିକେସନ୍ ଅନ୍ କରି ନିଜର ଆକାଉଣ୍ଟକୁ ସୁରକ୍ଷିତ ରଖିପାରିବେ ।

Share

Prev Post

କୋଭିଡ ନିୟମ ଭାଙ୍ଗି ଜନ୍ମଦିନ ପାଳିବା ପଡ଼ିଲା ମହଙ୍ଗା, ବିଧାୟକଙ୍କ ସହ ୧୮ ଜଣଙ୍କ ବିରୋଧରେ FIR

Next Post

ଅଭିନେତ୍ରୀ ଶିଳ୍ପାଙ୍କ ପାଇଁ ବଢ଼ିଲା ସମସ୍ୟା, ମା-ଝିଅଙ୍କ ଉପରେ ଲାଗିଲା ଠକେଇର ଅଭିଯୋଗ

You might also like More from author
Breaking News

Breaking: ଟେଷ୍ଟ୍ କ୍ରିକେଟରୁ ଅବସର ନେବେ ବୁମରାହ ! ରହିଛି ଏହି ବଡ଼ କାରଣ

ଖବର

ଗଭୀର ପାଣି ଭିତରେ ବିଶାଳ କୁମ୍ଭୀର ସହ ଲଢ଼େଇ କରି ବାପାର ଜୀବନ ବଞ୍ଚାଇଲା ୧୦ ବର୍ଷର କୁନି ପୁଅ

Top Stories

ପ୍ରଥମେ ଯୌନ ନିର୍ଯାତନା, ପରେ ୨୪ ଥର ଛୁରୀ ଭୁଷି ନାବାଳକକୁ ହତ୍ୟା

Breaking News

ଆଗାମୀ 3 ଘଣ୍ଟା ସତର୍କ ରୁହ; ବୁଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ, ମତ୍ସଜୀବୀଙ୍କୁ ସମୁଦ୍ର ମନା

Breaking News

ରେଲୱେ ରଚିଲା ଇତିହାସ; ହାଇଡ୍ରୋଜେନ ଟ୍ରେନର ସଫଳ ପରୀକ୍ଷଣ, ନିର୍ମାଣ ଆରମ୍ଭ

Breaking News

ଆରମ୍ଭ ହେଲା ଅଙ୍କକଷା… ନୂଆ ମନ୍ତ୍ରୀମଣ୍ଡଳ ଗଠନ ପାଇଁ ଦ୍ୱନ୍ଦ୍ୱରେ ବିଧାୟକ, କାହା ମୁଣ୍ଡରେ…

Prev Next
Advertisement
ADVERTISEMENT
Odisha Bhaskar

Recent Posts

Breaking: ଟେଷ୍ଟ୍ କ୍ରିକେଟରୁ ଅବସର ନେବେ…

ଗଭୀର ପାଣି ଭିତରେ ବିଶାଳ କୁମ୍ଭୀର ସହ ଲଢ଼େଇ…

ପ୍ରଥମେ ଯୌନ ନିର୍ଯାତନା, ପରେ ୨୪ ଥର ଛୁରୀ…

ଆଗାମୀ 3 ଘଣ୍ଟା ସତର୍କ ରୁହ; ବୁଜୁଳି ଘଡ଼ଘଡ଼ି…

ଠପ୍ ହେଲା Starlink ସେବା, କ୍ଷମା ମାଗିଲେ ଏଲନ…

ରେଲୱେ ରଚିଲା ଇତିହାସ; ହାଇଡ୍ରୋଜେନ ଟ୍ରେନର…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

Breaking: ଟେଷ୍ଟ୍ କ୍ରିକେଟରୁ ଅବସର ନେବେ…

ଗଭୀର ପାଣି ଭିତରେ ବିଶାଳ କୁମ୍ଭୀର ସହ ଲଢ଼େଇ…

ପ୍ରଥମେ ଯୌନ ନିର୍ଯାତନା, ପରେ ୨୪ ଥର ଛୁରୀ…

ଆଗାମୀ 3 ଘଣ୍ଟା ସତର୍କ ରୁହ; ବୁଜୁଳି ଘଡ଼ଘଡ଼ି…

Prev Next 1 of 27,947
© 2025 - TK Digital All Rights Reserved.