fbpx

ଭାରତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ୨୦୨୧: IIS ଶ୍ରେଷ୍ଠ ୟୁନିଭର୍ସିଟି, JNU ଦ୍ୱିତୀୟ

ନୂଆଦିଲ୍ଲୀ: ଆଜି ଭାରତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ ୨୦୨୧ ପ୍ରକାଶ ପାଇଛି । ଏଥିରେ ପ୍ରଥମ ସ୍ଥାନରେ ବେଙ୍ଗଲୁରୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ରହିଛି । ଯାହାକୁ ଶ୍ରେଷ୍ଠ ୟୁନିଭର୍ସିଟି ଭାବରେ ସ୍ଥାନିତ କରାଯାଇଛି । ସେହିପରି ଦ୍ୱିତୀୟରେ ରହିଛି ନୂଆଦିଲ୍ଲୀର ଜବାହାରଲାଲ୍ ନେହରୁ ୟୁନିଭର୍ସିଟି । ଏହାପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ତୃତୀୟ ଶ୍ରେଷ୍ଠ ମାନ୍ୟତା ଦିଆଯାଇଛି । ଇଞ୍ଜିନିୟରିଂରେ ଆଇଆଇଟି ମାଡ୍ରାସ୍ ପ୍ରଥମ, ଆଇଆଇଟି ଦିଲ୍ଲୀ ଦ୍ୱିତୀୟ, ଆଇଆଇଟି ବମ୍ବେ ୩ୟରେ ରହିଛନ୍ତି । ଅନ୍ୟପଟେ ମ୍ୟାନେଜମେଣ୍ଟରେ ଆଇଆଇଏମ୍ ଅହମ୍ମଦାବାଦ୍ ପ୍ରଥମ ସ୍ଥାନରେ ରହିଛି । ଏହା ପରେ ପରେ ରହିଛି ବ୍ୟାଙ୍ଗଲୁରୁ ଆଇଆଇଏମ୍ (୨ୟ) ଓ ଆଇଆଇଏମ କୋଲକାତା(୩ୟ) ।

Get real time updates directly on you device, subscribe now.