fbpx

ପୁଣି ବୁର୍ଲା ଭିସୁଟ୍ ରେ ଛାତ୍ରଙ୍କୁ ରାଗିଂ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବୁର୍ଲା ଭିସୁଟ୍ ରେ ପୁଣି ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ଜେ;ଣ ତୃତୀୟ ବର୍ଷ ଛାତ୍ରଙ୍କୁ ଚତୁର୍ଥ ବର୍ଷ ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଛି । କାଲି ରାତିରେ ଏକ ହଷ୍ଟେଲରେ ଛାତ୍ରଙ୍କୁ ନିସ୍ତୁତ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଛାତ୍ରଙ୍କ ମୁହଁ, ପିଠି, ହାତରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି । ଖବର ପାଇ ରାଉଲକେଲାରୁ ଆସି ବୁର୍ଲାରେ ପହଞ୍ଚିଛନ୍ତି ଛାତ୍ରଙ୍କ ପରିବାର ଲୋକେ । ମାଡ଼ ନେଇ ଭିସୁଟ୍ ଆଣ୍ଟି ରାଗିଂ ସେଲରେ ଅଭିଯୋଗ କରିଛନ୍ତି ଛାତ୍ର । ଘଟଣା ସମ୍ପର୍କରେ ଷ୍ଟୁଡେଣ୍ଟ ୱେଲଫାୟାର୍ ଡିନ୍ ଙ୍କ ସହ ଆଲୋଚନା କରାଯାଇଛି ।

Get real time updates directly on you device, subscribe now.