fbpx

ମଇଁଷିକୁ ଝାମ୍ପିନେଲା କୁମ୍ଭୀର, ଦେଖନ୍ତୁ ଭିଡିଓ

ଭଦ୍ରକ(ଓଡ଼ିଶା ଭାସ୍କର): ଗୋଟିଏ ମଇଁଷିକୁ ଝାମ୍ପିନେଇଛି କୁମ୍ଭୀର । ଏହାର ଏଭ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଏଥିରେ ଦେଖିବାକୁ ମିଳିଛି ଯେ, ଗୋଟିଏ ମଇଁଷିକୁ କୁମ୍ଭୀରଟି ପାଣି ଭିତରେ ଭାସି ଭାସି ଯାଉଛି । ପାଖରେ ଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଏହି ସମୟର ଭିଡିଓକୁ କଏଦ୍ କରିଛନ୍ତି । ଦେଖନ୍ତୁ ଭିଡିଓ ।

Get real time updates directly on you device, subscribe now.