fbpx

ଡିଆରଡିଓ ତଥ୍ୟ ଚୋରି ଘଟଣା: ମୋବାଇଲ୍ ହ୍ୟାକ୍ କରିଥିଲେ ରହସ୍ୟମୟୀ!

ବାଲେଶ୍ୱର(ଓଡ଼ିଶା ଭାସ୍କର): ଡିଆରଡିଓ ତଥ୍ୟ ଚୋରି ଘଟଣାରେ ପ୍ରତିଦିନ ନୁତନ ତଥ୍ୟ ସାମନାକୁ ଆସୁଛି । ଏହି ପରିପ୍ରେକ୍ଷୀରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ଜଣେ ଅଭିଯୁକ୍ତର ମୋବାଇଲ ହ୍ୟାକ୍ କରିଥିଲେ ରହସ୍ୟମୟୀ ମହିଳା । ୮ ମାସ ଧରି ମୋବାଇଲ ହ୍ୟାକ୍ କରିଥିଲେ ରହସ୍ୟମୟୀ ମହିଳା । ଅଭିଯୁକ୍ତଙ୍କ ଲିଙ୍କରେ ଥିବା ଲୋକଙ୍କ ସହ ଯୋଗାଯୋଗ ରଖିଥିଲେ । ମହିଳାଙ୍କ ସହ କଥା ହେବାକୁ କିଛି ଅଭିଯୁକ୍ତ ନୂଆ ସିମ୍ କିଣିଥିଲେ । ଅଭିଯୁକ୍ତ ସଚିନ ଜରିଆରେ ଆଇଟିଆର୍ ନିର୍ଦ୍ଦେଶକଙ୍କ ଗତିବିଧି ଜାଣୁଥିଲେ । ଏସବୁ ବିଦେଶରୁ ପରିଚାଳିତ କରୁଥିଲେ ରହସ୍ୟମୟୀ ମହିଳା । ରହସ୍ୟମୟୀ ମହିଳାଙ୍କ ବାବଦରେ କ୍ରାଇମବ୍ରାଞ୍ଚ ସୁତ୍ରରୁ ଏହି ସୁଚନା ମିଳିଛି ।

Get real time updates directly on you device, subscribe now.