fbpx

କୁଚ୍ ବିହାର ପାଇଁ ୧୯ ବର୍ଷରୁ କମ୍ ଓଡ଼ିଶା ଟିମ୍ ଘୋଷିତ: ବିଦର୍ଭ ସହ ପ୍ରଥମ ମ୍ୟାଚ୍

ଭୁବନେଶ୍ୱର: କୁଚ୍ ବେହାର ଟ୍ରଫି କ୍ରିକେଟ ପାଇଁ ୧୯ ବର୍ଷରୁ କମ ଓଡ଼ିଶା ଟିମ୍ ଘୋଷିତ ହୋଇଛି । ଘୋଷିତ ୨୨ ଜଣିଆ ଟିମରେ ଶ୍ରେଷ୍ଠ ସିଂହଙ୍କୁ ଅଧିନାୟକ ଦାୟିତ୍ୱ । ନଭେମ୍ବର ୨୯ରୁ ଇନ୍ଦୋରରେ ଆରମ୍ଭ ହେବ କୁଚ୍ ବେହାର ଟ୍ରଫି କ୍ରିକେଟ୍ । ୨୯ରେ ଏହାର ପ୍ରଥମ ମ୍ୟାଚରେ ବିଦର୍ଭକୁ ଭେଟିବ ଓଡ଼ିଶା ଟିମ୍ ।

Get real time updates directly on you device, subscribe now.