fbpx

ଭିଜିଲାନ୍ସ ଜାଲରେ ବାଲିକୁଦା ସିଡିପିଓ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ସିଡିପିଓ । ଲାଞ୍ଚ ନେଲା ବେଳେ ସିଡିପିଓ ସରଳା ଦେବୀ ଧରାପଡ଼ିଲେ । ସରଳା ଦେବୀ ଓ ସହଯୋଗୀ ସୁପରଭାଇଜର ପ୍ରତିମା ସାହୁ ଧରାପଡ଼ିଲେ । ଅଙ୍ଗପବାଡ଼ି କର୍ମୀଙ୍କ ଠାରୁ ୨୦ ହଜାର ନେଲାବେଳେ ଧରିଲା ଭିଜିଲାନ୍ସ ।

Get real time updates directly on you device, subscribe now.