fbpx

ପୋଲିସ ଏନକାଉଣ୍ଟରରେ ୪ ମାଓବାଦୀ ନିପାତ

ନୂଆଦିଲ୍ଲୀ: ପୋଲିସ ଏନକାଉଣ୍ଟରରେ ୪ ମାଓବାଦୀ ନିପାତ । ମହାରାଷ୍ଟ୍ର ଗଡ଼ଚିରୋଲିରେ ପୋଲିସର ଏନକାଉଣ୍ଟର । କଟଗୁଲ-ଗ୍ୟାରପିଟ ଜଙ୍ଗଲରେ ଏନକାଉଣ୍ଟର, ସର୍ଚ୍ଚ ଅପରେସନ ଜାରି ।

ସୂଚନା ଅନୁଯାୟୀ, ଶନିବାର ମହାରାଷ୍ଟ୍ର ଗଢ଼ଚିରୋଲି ସ୍ଥିତ ଗ୍ୟାରବନ୍ତୀ ଅଞ୍ଚଳର ଜଙ୍ଗଲ ଇଲାକାରେ ମାଓବାଦୀମାନେ ଲୁଚିଥିବା ସୂଚନା ପାଇ ପୋଲିସ ଟିମ୍ ସର୍ଚ୍ଚ ଅପରେସନ କରିଥିଲା । ଏହି ସମୟରେ ସେଠାରେ ଲୁଚି ରହିଥିବା ମାଓବାଦୀମାନେ ପୋଲିସ ଉପରକୁ ଗୁଳିଚାଳନା କରିଥିଲେ । ଏହାର ଜବାବରେ ପୋଲିସ ମଧ୍ୟ ଗୁଳିଚାଳନା କରିଥିଲେ । ଏହି ଅପରେସନରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଏବେବି ଏନକାଉଣ୍ଟର ଜାରି ରହିଥିବା ନେଇ ସୂଚନା ।

Get real time updates directly on you device, subscribe now.