fbpx

ଅଫଲାଇନରେ ହେବ ୟୁଜି/ପିଜି ପରୀକ୍ଷା

ଭୁବନେଶ୍ୱର: ୟୁଜି/ପିଜି ସ୍ତରର ସମସ୍ତ ପରୀକ୍ଷା ଅଫଲାଇନରେ କରିବାକୁ ନିର୍ଦ୍ଦେଶ । ଏନେଇ ସମସ୍ତ କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ । ଚିଠି ଲେଖି ନିର୍ଦ୍ଦେଶ ଜାରି କଲେ ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର ।

Get real time updates directly on you device, subscribe now.