fbpx

କରୋନା ସଂକ୍ରମିତ ୫୭ଜଣ ମାଆଙ୍କ ଠାରୁ ସୁସ୍ଥ ଶିଶୁ ଜନ୍ମ

ଭୁବନେଶ୍ୱର, ୧୪ା୮(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଏକ ନୂଆ ଖବର ସାମ୍ନାକୁ ଆସିଛି । କରୋନା ରେ ସଂକ୍ରମିତ ଥିବା ମାଆଙ୍କ ଠାରୁ ସୁସ୍ଥ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି । ଏହିପରି ୫୭ଜଣ ସଂକ୍ରମିତ ମାଆଙ୍କ ଠାରୁ ସୁସ୍ଥ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି । ଗଞ୍ଜାମରେ ଥିବା କୋଭିଡ଼ ହସ୍ପିଟାଲରେ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.