fbpx

୧୦ଟାରୁ ୪ଟା ଯାଏଁ ଖୋଲା ରହିବ ଆହାର କେନ୍ଦ୍ର

ଭୁବନେଶ୍ୱର, ୧୭ା୩(ଓଡ଼ିଶା ଭାସ୍କର): ଆହାର କେନ୍ଦ୍ର ଖୋଲା ରହିବା ସମୟ ଅବଧିକୁ ବଢ଼ାଇଛନ୍ତି ସରକାର । ଦିନ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଖୋଲା ରହିବ ଆହାର କେନ୍ଦ୍ର । ଭିଡ଼ ନିୟନ୍ତ୍ରଣ କରିବାକୁ ଆହାର କେନ୍ଦ୍ରର ସମୟସୀମାକୁ ବୃଦ୍ଧି କରାଯାଇଥିବା ସୂଚନା ମିଳିଛି । ଏହାସହ ଖାଇବା ବେଳେ ଦେଢ଼ ମିଟର ଦୂରତା ରଖିବେ ବୋଲି ପରାମର୍ଶ ଦିଆଯାଇଛି । ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲଟି କର୍ପୋରେସନଙ୍କୁ ଏହି ପରିପ୍ରେକ୍ଷୀରେ ଚିଠି ଲେଖାଯାଇଛି । ଏନେଇ ନଗର ଉନ୍ନୟନ ବିଭାଗ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.