fbpx

ପ୍ରବାସୀ ଓଡ଼ିଆଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ,୧୦ ଆହତ

ଅନୁଗୁଳ, ୧୪।୫(ଓଡିଶା ଭାସ୍କର) : ଅନୁଗୁଳ ସ୍ଥିତ  ଠାକୁରଗଡ଼ ଷୋଳପଦା ନିକଟରେ ଏକ  ଅଭାବନିୟ ଘଟଣା ଘଟିିିଯାଇଛି।  ଠାକୁରଗଡ଼ ଷୋଳପଦା ନିକଟରେ ଓଲଟିପଡିିିଛି ବସ୍।   ପ୍ରବାସୀ ଓଡ଼ିଆଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।      ୧୦ଜଣ ଆହତ  ହୋଇଥିବା ନେଇ ସୂଚନା ମିିଳିଛି।  ଏହାସହ ଜଣେ  ଗୁରୁତର ହୋଇ ଅନୁଗୁଳ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ବୌଦ୍ଧରୁ ଅନୁଗୁଳ ଆସୁଥିଲା ପ୍ରବାସୀ ଓଡ଼ିଆ ବସ୍ । ବସରେ ୧୫ ପ୍ରବାସୀ ଓଡ଼ିଆ ଥିଲେ।

Get real time updates directly on you device, subscribe now.