fbpx

ଦୋକାନ ଉପରକୁ ଚଢ଼ିଗଲା ଟ୍ରକ୍, ୪ଗୁରୁତର

ଭୁବନେଶ୍ୱର, ୧୯ା୯(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ମେଣ୍ଢାଶାଳ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଏକାଧିକ ଦୋକାନ ଉପରକୁ ପଥର ବୋଝେଇ ଟ୍ରକ୍ ଚଢ଼ିଯାଇଥିବା ସୂଚନା ମିଳିଛି । ଟ୍ରକ ଚଢ଼ିଯିବା ଫଳରେ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 

Get real time updates directly on you device, subscribe now.