fbpx

ଟ୍ରକକୁ ପିଟିଲା ବସ୍, ୧୪ମୃତ

ଉତ୍ତରପ୍ରଦେଶ, ୧୩ା୨: ଉତ୍ତରପ୍ରଦେଶର ଫିରୋଜବାଦରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୪ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୨୫ଜଣ ଗୁରୁତର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସରେ ୱେରେ ଟ୍ରକ୍-ବସ୍ ଧକ୍କା ହୋଇଥିଲା । ରାସ୍ତା ଉପରେ ଛିଡ଼ା ହୋଇଥିବା ଟ୍ରକକୁ ବସ୍ ପିଟିଥିବା ସୂଚନା ରହିଛି ।

Get real time updates directly on you device, subscribe now.