fbpx
BSKY
BJD MC SKY
BJD YOUTH SKY

କରୋନାରେ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରଲୋକ

ଭୁବନେଶ୍ୱର,୫ ।୧୧(ଓଡିଶା ଭାସ୍କର) : କରୋନାରେ ଚାଲିଗଲା ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରଲୋକ । କରୋନାରେ ଆକ୍ରାନ୍ତ ହୋଇ ପ୍ରବୀର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ପ୍ରବୀର ନ୍ୟୁଜ୍ ୧୮ ଓଡ଼ିଆର ଯୁବ ସାମ୍ବାଦିକ ଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । କିଛି ଦିନ ତଳେ ପ୍ରବୀରଙ୍କ ବାପାଙ୍କର ପରଲୋକ ହୋଇଥିଲା ।

Get real time updates directly on you device, subscribe now.