fbpx

ଦିଲ୍ଲୀରେ ବଢିଲା ବାୟୂ ପ୍ରଦୂଷଣ, ଅଣନିଶ୍ୱାସୀ ଲୋକେ

ନୂଆଦିଲ୍ଲୀ,୧୫ ।୧୧: ରାଜଧାନୀ ଦିଲ୍ଲୀ ଏନସିଆରରେ ବିଷାକ୍ତ ହେଲା ବାୟୁ । ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ସାଙ୍ଘାତିକ ସ୍ଥିତିରେ ରହିଛି ବାୟୁର ମାନ । ଆନନ୍ଦ ବିହାର, ବିମାନ ବନ୍ଦର ଅଞ୍ଚଳରେ ବାୟୁର ମାନ ସାଙ୍ଘାତିପ ହୋଇଛି । କିଛି ଅଞ୍ଚଳରେ ଘନ କୁହୁଡି ଯୋଗୁଁ ନିକଟରୁ ଦୃଶ୍ୟମାନ ହେଉନି । କିଛି ଅଞ୍ଚଳରେ AQI ୫୦୦ ଉପରେ ପହଞ୍ଚିଛି । କିଛି ଲୋକଙ୍କ ଆଖି ପୋଡ଼ିବା ଓ ନିଶ୍ୱାସ ନେବାରେ କଷ୍ଟ ହେଉଥିବା ସୂଚନା ମିଳିଛି ।

Get real time updates directly on you device, subscribe now.