fbpx

ଭାରତକୁ ବନ୍ଧୁତ୍ୱର ହାତ ବଢାଇଲା ଆମେରିକା

ନୂଆଦିଲ୍ଲୀ, ୧୬।୫: ସାରା ବିଶ୍ୱ ମହାମାରି କରୋନା  ସହ ଲଢେ଼ଇ କରୁଛି। ଏହାରି ମଧ୍ୟରେ ଭାରତକୁ ବନ୍ଧୁତ୍ୱର ହାତ ବଢାଇଛି ଆମେରିକା । କରୋନା ମହାମାରୀ ସମୟରେ ସହଯୋଗ କରିବେ ଆମେରିକାର ଟ୍ରମ୍ପ ସରକାର । ଭାରତକୁ ଆମେରିକା ସରକାର  ଭେଣ୍ଟିଲେଟର ଯୋଗାଇ ଦେବେ । ଦୁଇ ଦେଶ କରୋନା ବିରୋଧ ରେ ଲଢେଇ ଜାରି ରଖିଛନ୍ତି ।  ଏନେଇ  ଟ୍ୱିଟ କରି ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ  । ପୂର୍ବରୁ ଆମେରିକାକୁ କ୍ଲୋରୋକୁଇନ ଔଷଧ ଦେଇ ଭାରତ ପ୍ରଥମେ ସହଯୋଗର ହାତ ବଢାଇଥିଲା ।

Get real time updates directly on you device, subscribe now.