fbpx

ଟ୍ରମ୍ପଙ୍କଠାରୁ ଆଗରେ ଜୋ ବାଇଡେନ୍

ୱାଶିଂଟନ୍,୪ ।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗଣତି ଜାରି ହୋଇଛି । ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଆମେରିକାରେ ବହୁମତ ପାଇଁ ୨୭୦ ଇଲେକ୍ଟୋରାଲ ଭୋଟ ଦରକାର । ପ୍ରାଥମିକ ପର୍ଯ୍ୟାୟ ଭୋଟ ଗଣତିରେ ଟ୍ରମ୍ପଙ୍କଠାରୁ ଆଗରେ ଅଛନ୍ତି ବାଇଡେନ୍ । ବିଡେନ ୨୧୯-୨୦୯ ଭୋଟରେ ଟ୍ରମ୍ପଙ୍କଠାରୁ ଆଗରେ ଅଛନ୍ତି ।

Get real time updates directly on you device, subscribe now.