fbpx

ଭଡ଼ାରେ ବିମାନ ନେଇ ହଜାର ଫୁଟ୍ ଉଚ୍ଚରେ ମହିଳା କଲେ ସେକ୍ସ, ୪୫ ମିନିଟ୍ ପାଇଁ ଦେଲେ ଏତିକି ଟଙ୍କା

AAKASH

ନୂଆଦିଲ୍ଲୀ: ଜଣେ ମଡେଲ୍ ହଜାର ଫୁଟ୍ ଉଚ୍ଚରେ ରୋମାନ୍ସ କରିବା ପାଇଁ ଏକ ବିମାନ ଭଡ଼ାରେ ନେଇଛନ୍ତି । ସୂଚନା ଯେ, ଆମେରିକାର ଫ୍ଲୋରିଡାରେ ରହୁଥିବା ୨୪ ବର୍ଷୀୟା ମଡେଲ୍ କଜୁମୀ ସ୍କ୍ୱିର୍ଟସ୍ କହିଛନ୍ତି ଯେ, ଆମେରିକାର ଲସ୍ ଭେଗସ୍ ଉପରେ ଉଡ଼ୁଥିବା ବିମାନରେ ସେ ନିଜ ପାର୍ଟନର୍ ଙ୍କ ସହିତ ରୋମାନ୍ସ କରିଛନ୍ତି ।

ତେବେ ଫ୍ଲାଇଟ୍ ରେ ସେକ୍ସକୁ ନେଇ ବିଶ୍ୱରେ ମାଇଲ୍ ହାଇ କ୍ଲବ୍ ଟର୍ମର ବ୍ୟବହାର କରାଯାଇଥାଏ । ଫ୍ଲାଇଟ୍ ରେ ସେକ୍ସ କରୁଥିବା ଲୋକମାନେ ନିଜକୁ ମାଇଲ୍ ହାଇ କ୍ଲବ୍ ର ସଦସ୍ୟା ବୋଲି କହିଥାନ୍ତି । ଏବେ ଏହି କ୍ଲବ୍ ରେ କଜୁମୀ ମଧ୍ୟ ସାମିଲ ହୋଇଛନ୍ତି । ରିପୋର୍ଟ ମୁତାବକ, କଜୁମୀ କହିଛନ୍ତି ଯେ ହଜାର ଫୁଟ୍ ଉଚ୍ଚରେ ରୋମାନ୍ସ କରିବା ପାଇଁ ଭଡ଼ାରେ ଦେଇଥିବା ବିମାନ ଏଜେନ୍ସିକୁ ଖୁବ୍ କଷ୍ଟ କରିବାକୁ ପଡ଼ିଥିଲା । ମଡେଲ୍ ଏହି ଅନୁଭବକୁ ଖୁବ୍ ରୋମାଞ୍ଚକ ବୋଲି କହିଛନ୍ତି ।

ଆମେରିକାର ଅନେକ କମ୍ପାନୀ ଔପଚାରିକ ଭାବରେ କପଲ୍ ଙ୍କୁ ବିମାନ ଭଡ଼ାରେ ଉପଲବ୍ଧ କରାଇଥାନ୍ତି । ଲଭ୍ କ୍ଲାଉଡ୍ ନାମକ ଏକ କମ୍ପାନୀ ୪୫ ମିନିଟ୍ ର ଏସି ଫ୍ଲାଇଟ୍ ପାଇଁ ପ୍ରାୟ ୭୪ ହଜାର ଟଙ୍କା ଚାର୍ଜ କରନ୍ତି । ଆଉ ଯଦି କୌଣସି କପଲ୍ ବିମାନରେ ବିବାହ କରିବାକୁ ଚାହୁଁଛନ୍ତି ତାହେଲେ ୮୯ ହଜାର ଟଙ୍କା ଚାର୍ଜ କରିଥାନ୍ତି । ସେଠାରେ ଖାଇବା ପାଇଁ ଏକ୍ସଟ୍ରା ୭୪୦୦ ଟଙ୍କା ଦେବାକୁ ପଡ଼ିଥାଏ ।

 

Get real time updates directly on you device, subscribe now.