fbpx

ସୁସ୍ଥ ହେଲେ ଅମିତ ଶାହା

ନୂଆଦିଲ୍ଲୀ,୨୯ ।୮: ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଖୁବଶୀଘ୍ର ତାଙ୍କ ମେଡିକାଲରୁ ଡିସଚାର୍ଜ କରାଯିବ । ତେବେ ଅମିତ ଶାହା କରୋନାରୁ ସୁସ୍ଥ ହେବା ପରେ ପୁଣି ଥରେ ୧୮ ଅଗଷ୍ଟରେ ଏମ୍ସରେ ଭର୍ତ୍ତି ହୋଇଥିଲେ । କୋଭିଡ ପରବର୍ତ୍ତି ଚିକିତ୍ସା ପାଇଁ ଶାହା ଏମ୍ସରେ ଭର୍ତ୍ତି ହୋଇଥିବା ସୂଚନା ମିଳିଥିଲା ।

Get real time updates directly on you device, subscribe now.