fbpx

ଅମିତାଭ ବଚ୍ଚନଙ୍କୁ ହେଲା କରୋନା, ମେଡିକାଲରେ ଭର୍ତ୍ତି

ମୁମ୍ବାଇ,୧୧/୭: କରୋନା କବଜାରେ ସାରା ଦେଶ। ଏଥିରୁ ବର୍ତ୍ତି ନାହାନ୍ତି ସିନେ କଳାକାର। ଏହାରି ମଧ୍ୟରେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ମଧ୍ୟ କରୋନାରେ ଚିହ୍ନଟ ହୋଇଛନ୍ତି। ଏନେଇ ବିଗ ବି ଙ୍କୁ ନାନାବତି ମେଡିକାଲରେ ଭର୍ତ୍ତି କରାଯାଇଛି। ୭୭ ବର୍ଷୀୟ ଅମିତାଭ ନିଜେ ହିଁ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି।

 

Get real time updates directly on you device, subscribe now.