fbpx

କୋଟିଆରେ ପୁଣି ପଶିଲା ଆନ୍ଧ୍ର

କୋରାପୁଟ: ପୁଣି କୋଟିଆରେ ପଶିଲେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ । ଫାଟୁସିନେରୀରେ ସଲପଗୁଡ଼ା, ହରମାଣ୍ଡାରିରେ କରାଇଲେ ମାଗଣା ଚକ୍ଷୁ ପରୀକ୍ଷା ଶିବିର । ଶିବିରରେ ୫୦ରୁ ଉଦ୍ଧ୍ୱର୍ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ନେଇ ସୂଚନା ।

Get real time updates directly on you device, subscribe now.