fbpx

ଆଜିଠୁ +୨ ନାମଲେଖା ପାଇଁ ଆବେଦନ ଆରମ୍ଭ: ଖୋଲିବ ସାମ୍ସ ପୋର୍ଟାଲ

ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି । ପିଲାମାନଙ୍କ ନାଲେଖା ଆବେଦନ କରିବା ପାଇଁ ସାମ୍ସ ପୋର୍ଟାଲ ଖୋଲାଯିବ । ପ୍ରଥମବର୍ଷ ନାମଲେଖା ପାଇଁ ଆଜିଠାରୁ ପିଲାମାନେ ଆବେଦନ କରିପାରିବେ । ତେବେ ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଆସନ୍ତା ଜୁନ ୨୦ ତାରିଖ ପର୍ଯ୍ୟନ୍ତ ପିଲାମାନେ +୨ରେ ନାମଲେଖା ପାଇଁ ଆବେଦନ କରିପାରିବେ । ଏହାପରେ ଜୁନ ୨୮ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା । ତେବେ ପିଲାମାନଙ୍କ ପାଇଁ ସାମ୍ସ ପୋର୍ଟାଲ ଖୋଲିବା ପରେ ପିଲାମାନେ ବିଜ୍ଞାନ, ବାଣିଜ୍ୟ, କଳା କିମ୍ବା ଧନ୍ଦାମୂଳକ ବିଷୟରେ +୨ ରେ ନାମଲେଖା ପାଇଁ ଆବେଦନ କରିପାରିବେ ।

Get real time updates directly on you device, subscribe now.