fbpx

ରାଶିଫଳ (୨୫-୪-୨୦୨୦, ଶନିବାର)

ମେଷ – ଆଜି କୌଣସି ଜନହିତକର ଅନୁଷ୍ଠାନରେ ସମୟ ଅତିବାହିତ କରିବା ସଙ୍ଗେ ସଙ୍ଗେ ଦୂର ସମ୍ପର୍କୀୟଙ୍କ ସହଯୋଗ ପାଇ ଅତ୍ୟନ୍ତ ଆନନ୍ଦ ପରିବେଷ ମଧ୍ୟରେ କାଳାତିପାତ କରିବେ । ନୁତନ ଯୋଜନାରେ ସଫଳ ହେବୋ କୌଣସି ପ୍ରକାର ଠିକାଦାରି କରି ଲାଭ ପାଇବେ ।
ବୃଷ – ଆର୍ଥିକ ସ୍ଥିତିରେ ଅବନତି ଘଟିବ ଫଳରେ ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣକରିବାର ର୍ଦୁଯୋଗ ରହିବ, ସାଂସାରିକ ଜୀବନକୁ ଆନନ୍ଦ ରହିବେ ।
ମିଥୁନ – ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ, ପ୍ରେମ ଓ ସାସାଂରିକ ଜିବନରେ ଆନନ୍ଦ ପରିବେଷ ଦିନଭରି ଲାଗିରହିବ ଓ କୌଣସି ନୁତନ ବାହାନ କିଣିବାର ସମ୍ଭାବନା ରହିବ, କର୍ମକ୍ଷେତ୍ରରେ ସମସ୍ତ ପ୍ରକାର ସହଯୋଗ ମନକୁଆନନ୍ଦ ଦେବ, ଆର୍ଥିକ ଦିଗଟି ସ୍ୱଚ୍ଛଳ ରହିବ ।
କର୍କଟ- ଦିନଟି ଆନନ୍ଦୋଲ୍ଲାସରେ ଅତିବାହିତ ହେବା ସହିତ ପରିବାରରେ ଆଗତ କୌଣସି ପ୍ରିୟଜନଙ୍କୁ ପାଖରେ ପାଇ ଅତ୍ୟନ୍ତ ଖୁସି ପରିବେଷ ଲାଗିରହିବ, ବ୍ୟବସାୟରେ ଲାଭବାନ ହେନେ ଫଳରେ ମନୋବଳକୁ ଦିନଭରି ସକ୍ରିୟ ରଖିବାରେ ସହଯୋଗ କରିବ ।
ସିହଂ – କୌଣସି ସମ୍ପର୍କୀୟଙ୍କ ସହଯୋଗରେ ଆର୍ଥୀକ ଉର୍ଣ୍ଣତି ସହ କର୍ମ କ୍ଷେତ୍ରରେ ଆତ୍ମନିର୍ଭରଶିଳ ପରିବେଷ ମଧ୍ୟରେ ଅତିବାହିତ କରିବେ । ଧାର୍ମୀକ ଅନୁଷ୍ଠାନରେ ସମୟ ଅତିବାହିତ କରିବାର କିଛି ସୁଯୋଗ ମିଳିବ ।
କନ୍ୟା – ବିଭିନ୍ନ କ୍ଷେତ୍ରରୁ ଶଭଫଳ ପାଇବେ, ପରିବାରର ସମ୍ପୁଣ୍ଣ ସହଯୋଗ ମିଳିବ, ସମାଜସେବାରେ କିଛି ସମୟ ଅତିବାହିତ କରିବେ ଫଳରେ ମନକୁ ଆତ୍ମତୃପ୍ତି ମିଳିବ, ରାଜନୈତିକ କ୍ଷେତ୍ରରେ ଉଚସ୍ତରିୟ ଲୋକଙ୍କ ସହ ଶୁ- ସମ୍ପର୍କ ବଢିବ ।
ତୁଳା – ସମସ୍ୟା ସୁଧାରିବାର କ୍ଷମତା ବୃଦ୍ଧି ହେବ ଓ କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବାର ଶୁଭ ଅବସର ପାଇବେ, ଅଧସ୍ତନ କର୍ମଚାରିମାନେ ପୂଣ୍ଣ ସହଯୋଗ କରିବେ, ସମାଜରେ ମାନ ସମ୍ମାନ ପ୍ରାପ୍ତି ହେବ ।
ବିଛା – ଦିନଟି ଆନନ୍ଦୋଲ୍ଲାସରେ ଅତିବାହିତ ହେବା ସହିତ ପରିବାରରେ ଆଗତ କୌଣସି ପ୍ରିୟଜନଙ୍କୁ ପାଖରେ ପାଇ ଅତ୍ୟନ୍ତ ଖୁସି ପରିବେଷ ରହିବ, ବ୍ୟବସାୟରେ ଲାଭ ହେବ ଯାହା ମନୋବଳକୁ ଦିନଭରି ସକ୍ରିୟ ରଖିବାରେ ସହଯୋଗ କରିବ ।
ଧନୁ – ସମସ୍ୟା ଏବଂ କ୍ୟାରଅର ଗଢିବାର ସୁଧାରିବାର କ୍ଷମତା ବୃଦ୍ଧି ହେବ, ନିଜ ସମାଜ ପାଇଂ କୌଣସି ଭଲକାମ କରିବାର ଅବସର ପାଇବେ, କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ ସହ ଲାଭ ମିଳିବାର ସମ୍ଭାବନା ଅଧିକ । ପାରିବାରିକ ଜୀବନ ସୁଖରେ କଟିବ ।
ମକର- ପରିସ୍ଥିତି ଆପଣଙ୍କ ବିପକ୍ଷରେ ଯିବ, କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛିକିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ
କୁମ୍ଭ – ଆଜି କୌଣସି ପ୍ରକାରର ସହଯୋଗର ଆଶା ଆଶାରେ ହିଁ ରହିଯିବ, କୌଣସି ଧାର୍ମୀକ ଅନୁଷ୍ଠାନରେ ସମୟ ଅତିବାହିତ କରିବାର ଶୁଭ ଅବସର ମିଳିବ, କୌଣସି ପ୍ରକାରେ ସାମାଜର ହିତସାଧନରେ ସଫଳ ହେବେ ।
ମୀନ – କର୍ମକ୍ଷେତ୍ରରେ ସମସ୍ତ ପ୍ରକାର ସହଯୋଗ ମନକୁ ଆନନ୍ଦ ଦେବ, ଆର୍ଥିକ ଦିଗଟି ସ୍ୱଚ୍ଛଳ ରହିବ, ନୁତନ ଦ୍ରବ୍ୟ କ୍ରୟ କରିବେ, କର୍ମ କ୍ଷେତ୍ରରେ ଉର୍ଣ୍ଣତି ଘଟିବ, ସାଂସାରିକ ଓ ପ୍ରେମ ସମ୍ବନ୍ଧିୟ ଜୀବନ ଆନନ୍ଦରେ କଟିବ, ଭାଗ୍ୟ ସାଥ ଦେବ ଫଳରେ ସମସ୍ତ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ ।

Get real time updates directly on you device, subscribe now.