fbpx

ସ୍ମରଣ ଶକ୍ତି ବଢାଇବା ସହ କର୍କଟ ଭଳି ରୋଗରୁ ମିଳିବ ମୁକ୍ତି: ଖାଇବାରେ ଏହି ଜିନିଷକୁ ମିଶାଇ ଖ।।ଆନ୍ତୁ, ଖୁବ ଶୀଘ୍ର ପାଇବେ ପ୍ରମାଣ

ଅନେକ ରୋଗର ପ୍ରତିକାର ପାଇଁ ଜଡିବୁଟିକୁ ଆପଣେଇ ଥାଆନ୍ତି ଅଧିକାଂଶ ଲୋକ । ଗଛପତ୍ର ଏବଂ ପ୍ରାକୃତିକ ଜିନିଷରୁ ଔଷଧ ତିଆରି କରି ରୋଗର ଚିକିତ୍ସା କରାଯାଏ । ତେବେ ଏ ସବୁ ଔଷଧ ଭିତରେ ଏକ ଔଷଧୀୟ ପଦାର୍ଥ ହେଉଛି ଅଶ୍ୱଗନ୍ଧା । ଏହି ନାଁଟା ଆପଣମାନଙ୍କ ପାଇଁ କିଛି ନୂଆ ନୁହେଁ । ଏହାର ଅନେକ ଔଷଧୀୟ ଗୁଣ ବିଷୟରେ ଆପଣ ଜାଣିଥିବେ । ତେବେ ଆସନ୍ତୁ ଜାଣିବା ଏହାର ଆଉ କିଛି ଔଷଧୀୟ ଗୁଣ ।

What is Ashwagandha and How is it Used? | Centrum
କର୍କଟ ଭଳି ରୋଗ ସହ ଲଢେଇ କରି ବିଜୟ ହାସଲ କରିପାରେ ଅଶ୍ୱଗନ୍ଧା । ଗବେଷଣାରୁ ଜଣାପଡିଛି ଯେ, ଅଶ୍ୱଗନ୍ଧା କର୍କଟ ରୋଗ ପାଇଁ ଖୁବ ଉପଯୋଗୀ । ଏହା ସହିତ ଅଶ୍ୱଗନ୍ଧାରେ କ୍ୟାନସରର ସେଲକୁ ବଢିବାରେ ରୋକିଥାଏ ।

Benefits of Ashwagandha: Is It Right For Me? - Onnit Academy
ଦେହରେ ଇମ୍ୟୁନିଟି ସିଷ୍ଟମକୁ ଅଧିକ ମଜବୁତ କରିବାରେ ଖୁବ ସାହାଯ୍ୟ କରିଥାଏ ଅଶ୍ୱଗନ୍ଧାରେ ଥିବା ଅକ୍ସିଡେଣ୍ଟ । ଫଳରେ ଥଣ୍ଡା, ଜ୍ୱର ଇତ୍ୟାଦି ରୋଗ ସହ ଲଢିବା ପାଇଁ ଶକ୍ତି ଦେଇଥାଏ ।

What Is Ashwagandha? – Cleveland Clinic
ସେହିପରି ବ୍ଲଡ ସେଲକୁ ବଢାଇବାରେ ଖୁବ ସହାୟକ ହୋଇଥାଏ ଅଶ୍ୱଗନ୍ଧା । ଏହାଦ୍ୱାରା ଦେହର ଅନେକ ସମସ୍ୟା ଦୂର ହୋଇଥାଏ ।

What Are The Health Benefits of Ashwagandha
ଏହାର ବ୍ୟବହାର ଦ୍ୱାରା ୭୦ ପ୍ରତିଶତ ଲୋକଙ୍କ ମାନସିକ ରୋଗ ଭଲ ହେବା ସହିତ ସନ୍ତୁଳନ ମଧ୍ୟ ଠିକ ରହିଥାଏ । ନିଦ ମଧ୍ୟ ଭଲ ଆସେ, ଦୃଷ୍ଟି ଶକ୍ତି ବଢେ ଏବଂ କ୍ଷୀରରେ ଗୋଳାଇ ପିଇଲେ ଏହା ଷ୍ଟ୍ରେସ ମଧ୍ୟ କମାଇଥାଏ ।

Advantags of Ashwagandha Benefits and Uses | Be Beautiful India
ଗ୍ୟାଷ୍ଟ୍ରିକ ଏବଂ ଅଲସର ଭଳି ରୋଗ ବିରୁଦ୍ଧରେ ମଧ୍ୟ ଏହା ଖୁବ ପ୍ରଭାବ ପକାଇଥାଏ । ମାନସିକ ଚିନ୍ତା, ପକ୍ଷାଘାତ ରୋଗ, ପ୍ରେଷ୍ଟେଟ ଏବଂ କର୍କଟ ଭଳି ସମସ୍ୟାକୁ ଦୂର କରି ଏକ ସୁସ୍ଥ ଶରୀର ବନାଇଥାଏ ଅଶ୍ୱଗନ୍ଧା ।

 

Get real time updates directly on you device, subscribe now.